Posts

Showing posts from November, 2023

ଦେଶରୁ ଯାଇ ବିଦେଶରେ ଧର୍ମାନ୍ତରୀକରଣ

Image
ପାକିସ୍ତାନ ଫେରନ୍ତା ଅଞ୍ଜୁଙ୍କ ଠିକଣା ଅଜଣା: ପିଲାମାନେ କହୁଛନ୍ତି ତାଙ୍କୁ ଭେଟିବେ ନାହିଁ Latest ଦେଶ- ବିଦେଶ By  Sambad Digital   Last updated  Dec 2, 2023   ସେୟାର ନୂଆଦିଲ୍ଲୀ: ନିଜର ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଫେସ୍‌ବୁକ୍ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁ ‘ଫାତିମା’ ହୋଇ ଭାରତ ଫେରିବା ପରେ ସେ ଏବେ କେଉଁଠି ରହୁଛନ୍ତି କାହାକୁ ଜଣାନାହିଁ। ସେ ରାଜସ୍ଥାନର ଭିୱାଡ଼ିସ୍ଥିତ ତାଙ୍କ ଆବାସିକ ସୋସାଇଟିରେ ପହଞ୍ଚି ନ ଥିଲେ କିମ୍ବା ତାଙ୍କ ପିଲାମାନଙ୍କୁ ଭେଟି ନ ଥିଲେ। ତେବେ ସେ ଯେଉଁଠି ବି ଥାନ୍ତୁ ତାଙ୍କୁ ଭେଟିବେ ନାହିଁ ବୋଲି ତାଙ୍କ ପିଲାମାନେ କହିଛନ୍ତି। ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଅଞ୍ଜୁ କୁଆଡ଼େ ଦିଲ୍ଲୀରେ ଅଛନ୍ତି ଏବଂ ଭାରତୀୟ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପାଇଁ ଅଦାଲତର ଦ୍ବାରସ୍ଥ ହେବେ। ADVERTISEMENT recommended by BRAINBERRIES समुद्र तट पर ऐसे दृश्य से हुआ सामना कि लोगों के होश उड़ गए और जानें ଅଞ୍ଜୁ ରହୁଥିବା ଆବାସିକ ସୋସାଇଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ଯାନବାହନ ଓ ଅଜଣା ବ୍ୟକ୍ତିଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବା ପରେ ଭିତରକୁ ଛଡ଼ାଯାଉଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଏକ ଟିମ୍ ଅଞ୍ଜୁଙ୍କ ଦୁଇ ପିଲା (୧୫ ବର୍ଷର ଝିଅ ଓ ୬ ବର୍ଷର ପୁଅ)ଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଭିୱ...